ପଶ୍ଚିମବଙ୍ଗରେ କୋରନା ଜନିତ ମୃତ୍ୟୁହାର ଦେଶରେ ସର୍ବାଧିକ : କେନ୍ଦ୍ରୀୟ ଟିମ

ତଥ୍ୟ ଲୁଚାଉଛନ୍ତି ଦିଦି ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗରେ କରୋନା ଜନିତ ମୃତ୍ୟୁହାର ୧୨.୮ ପ୍ରତିଶତ ଯାହାକି ଦେଶରେ ସର୍ବାଧିକ ରହିଛି ବୋଲି କେନ୍ଦ୍ରୀୟ ଟିମ ରିପୋର୍ଟ ଦେଇଛି। ପଶ୍ଚିମବଙ୍ଗରେ ପ୍ରାୟ ଦୁଇ ସପ୍ତାହ ରହି ସ୍ଥିତି ପର୍ଯ୍ୟବେକ୍ଷଣ କରିବା ପରେ କେନ୍ଦ୍ରୀୟ ଟିମ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ କେନ୍ଦ୍ରୀୟ ଟିମକୁ ପଶ୍ଚିମବଙ୍ଗ … Continue reading ପଶ୍ଚିମବଙ୍ଗରେ କୋରନା ଜନିତ ମୃତ୍ୟୁହାର ଦେଶରେ ସର୍ବାଧିକ : କେନ୍ଦ୍ରୀୟ ଟିମ